ଗୁପ୍ତପଡ଼ାରେ କୁମ୍ଭୀର ଆତଙ୍କ: ଖାଇଦେଲା ଛେଳି, କୁକୁର

ମେଣ୍ଢାଶାଳ: ଛତାବର ପଞ୍ଚାୟତର ଗୁପ୍ତପଡ଼ା ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗୁପ୍ତପଡ଼ା ବନ୍ଧରେ ୨ଟି ମଗରମୁଁହା କୁମ୍ଭୀର ଦେଖିବାକୁ ମିଳିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁର ଋଷି ପରିଡ଼ାଙ୍କର ଛେଳି ଛୁଆ ଓ କୈଳାସ ବେହେରାଙ୍କ କୁକୁରକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିବା ପରେ ଗାଁରେ କୋକୁଆ ଭୟ ଖେଳି‌ ଯାଇଛି। ସୂଚନାଯୋଗ୍ୟ ଯେ ଚନ୍ଦକା ଅଭୟାରଣ୍ୟର ହଳଦିଆ ରେଞ୍ଜ ଅଧୀନରେ ଥିବା ଏହି ଗୁପ୍ତପଡ଼ା ବନ୍ଧ ଉପରେ … Continue reading ଗୁପ୍ତପଡ଼ାରେ କୁମ୍ଭୀର ଆତଙ୍କ: ଖାଇଦେଲା ଛେଳି, କୁକୁର